Adv.Manas Nayak

Adv.Manas Nayak I will solve your problems by legally

15/07/2024

𝑨𝒄𝒄𝒐𝒓𝒅𝒊𝒏𝒈 𝒕𝒐 𝑩𝒉𝒂𝒓𝒂𝒕𝒊𝒚𝒂 𝑵𝒚𝒂𝒚𝒂 𝑺𝒂𝒏𝒉𝒊𝒕𝒂 2023 𝑪𝒉𝒊𝒍𝒅 𝒎𝒆𝒂𝒏𝒔 𝒃𝒆𝒍𝒐𝒘 𝒕𝒉𝒆 𝒂𝒈𝒆 𝒐𝒇 18 𝒚𝒆𝒂𝒓𝒔.......
Law House Puri

ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ବାଚିତ ହୋଇଥିବା ପୁରୀ ଜିଲ୍ଲା ରୁ ଜଣେ କର୍ତ୍ତବ୍ୟ ନିଷ୍ଠ ଆଇନଜୀବୀ ଗିରିଧାରୀ ମହାପାତ୍ର (BHAI) ଙ୍କୁ ଅନେକ ଅନ...
18/08/2023

ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ବାଚିତ ହୋଇଥିବା ପୁରୀ ଜିଲ୍ଲା ରୁ ଜଣେ କର୍ତ୍ତବ୍ୟ ନିଷ୍ଠ ଆଇନଜୀବୀ ଗିରିଧାରୀ ମହାପାତ୍ର (BHAI) ଙ୍କୁ ଅନେକ ଅନେକ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା ।
ମହାବାହୁ ଶ୍ରୀ ଜଗନ୍ନାଥ ଓଡ଼ିଶା ର ଆଇନଜୀବୀ ମାନଙ୍କର ସୂ କଲ୍ୟାଣ କରିବା ପାଇଁ ତାଙ୍କୁ ଶକ୍ତି ଦିଅନ୍ତୁ।

ବିବାହ ବନ୍ଧନ ଏକ ପବିତ୍ର ସମ୍ପର୍କ ଅଟେ। କିନ୍ତୁ କିଛି ବ୍ୟକ୍ତିଗତ କାରଣରୁ ବେଳେ ବେଳେ ସ୍ବାମୀ ସ୍ତ୍ରୀ ମଧ୍ୟ ରେ ବିବାହ ବିଚ୍ଛେଦ ମଧ୍ୟ ହୋଇ ଥ...
28/07/2023

ବିବାହ ବନ୍ଧନ ଏକ ପବିତ୍ର ସମ୍ପର୍କ ଅଟେ। କିନ୍ତୁ କିଛି ବ୍ୟକ୍ତିଗତ କାରଣରୁ ବେଳେ ବେଳେ ସ୍ବାମୀ ସ୍ତ୍ରୀ ମଧ୍ୟ ରେ ବିବାହ ବିଚ୍ଛେଦ ମଧ୍ୟ ହୋଇ ଥାଏ। ସେହି ପରି କିଛି କାରଣ ଥାଏ ଯାହା ନ୍ୟାୟିକ ପ୍ରଣାଳୀ ରେ ବିବାହ ବିଚ୍ଛେଦ ର Grounds ହୋଇଥାଏ।
1.Cruelty
2.Desertion
3.Conversion
4.Insanity
5.Venereal Disease
6.Renunciation
7.Presumption of Death 💀
8.Bigamy
9.Rape , So**my or Be******ty
10. Mutual Divorce
ଏହା ସ୍ବାମୀ ସ୍ତ୍ରୀ ଉଭୟ ଙ୍କ ଉପରେ ପ୍ରୟୋଗ କାରୀ ଅଟେ।

ବିବାହ ବିଚ୍ଛେଦ ଏମିତି ହୁଏନି କିନ୍ତୁ ଯଦି ପୁରା ସମ୍ଭବ ବିବାହ କୁ ବଞ୍ଚେଇ ନ ରଖି ପାରିଲେ।
ସ୍ବାମୀ ବା ସ୍ତ୍ରୀ ଙ୍କୁ ଏହି ସବୁ Points କୁ ଧ୍ୟାନ ଦେବାକୁ ହେବ।

Manas Nayak
Lawyer 🖊️
6372267447

Address

Mangalaghat In Front Of Bajarangi Club
Puri
752001

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Website

Alerts

Be the first to know and let us send you an email when Adv.Manas Nayak posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Adv.Manas Nayak:

Share