20/01/2025
ଝାରସୁଗୁଡା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯାଳୟ ରେ ଝାରସୁଗୁଡା DRO ଶ୍ରୀ 𝗗𝗵𝗶𝗿𝗲𝗻 𝗦𝗲𝗻𝗮𝗽𝗮𝘁𝗶 ଙ୍କୁ ରାଜ୍ୟ ପରିଷଦ ସଭ୍ୟ ନିର୍ବାଚନ ପାଇଁ ଶ୍ରୀମତୀ 𝗔𝗿𝗮𝘁𝗶 𝗽𝗮𝗱𝗵𝗮𝗻 ତାଙ୍କ ପ୍ରସ୍ତାବକ ଶ୍ରୀ 𝗞𝗵𝗶𝘁𝗶 𝗯𝗵𝘂𝘀𝗮𝗻 𝗣𝗮𝗱𝗵𝗮𝗻 ଏବଂ ସମର୍ଥକ ଶ୍ରୀ 𝗕𝗶𝗷𝗮𝘆𝗮 𝗦𝗵𝗮𝗿𝗺𝗮 ଙ୍କ ସହିତ ପ୍ରାର୍ଥୀ ପତ୍ର ଦାଖଲ କଲି .