SpeakOdisha

SpeakOdisha “Don’t worry about failures, worry about the chances you miss when you don’t even try.”“Se

ଆମଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଆମେ ବହୁତ ସଂମ୍ମାନ କରୁ 🙏 #ଭୁବନେଶ୍ବର ଏୟାରପୋର୍ଟ ଟ୍ରାଫିକ ଛକ ନିକଟରେ ଲାଗିଥିବା ବୋର୍ଡ ମୁଖମନ୍ତ୍ରୀଙ୍କ...
04/02/2026

ଆମଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଆମେ ବହୁତ ସଂମ୍ମାନ କରୁ 🙏
#ଭୁବନେଶ୍ବର ଏୟାରପୋର୍ଟ ଟ୍ରାଫିକ ଛକ ନିକଟରେ ଲାଗିଥିବା ବୋର୍ଡ ମୁଖମନ୍ତ୍ରୀଙ୍କ ପାଦତଳେ ମହାମହିମ ରାଷ୍ଟ୍ରପତି ଏ କଣ #ଓଡ଼ିଆ_ଅସ୍ମିତା ???

25/01/2026

#ମା_ମୋ_ଆଇଡି_ଫେରେଇଦେ 🙏
ଶେଷକୁ ଏହା ଦେଖିବାକୁ ବାକିଥିଲା ମା

fans

20/01/2026

ହିନ୍ଦୁ ଧର୍ମର "ରକ୍ଷକ" ହେବାର ବିଜେପିର ଦାବି ସେତିକିବେଳେ ଭୁଶୁଡ଼ି ପଡ଼େ, ଯେତେବେଳେ ଜଣେ ପ୍ରକୃତ ଧାର୍ମିକ ବ୍ୟକ୍ତି ସତ୍ୟ ପ୍ରକାଶ କରନ୍ତି।

ଯେତେବେଳେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କ୍ଷମତା, କପଟତା କିମ୍ବା ଅନ୍ୟାୟ ବିରୋଧରେ ପ୍ରଶ୍ନ କରନ୍ତି, ସେତେବେଳେ ତାଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ଟାର୍ଗେଟ୍ କରାଯାଏ।

ଏହା ହିଁ ପ୍ରକୃତ ସତ୍ୟ:
• ହିନ୍ଦୁ ଧର୍ମ କ୍ଷମତାଧାରୀଙ୍କୁ ପ୍ରଶ୍ନ କରିବା ପାଇଁ ଉତ୍ସାହିତ କରିଥାଏ
• ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ବିନା ପ୍ରଶ୍ନରେ ଅନ୍ଧ ଭକ୍ତି ବା ନିଷ୍ଠା ଦାବି କରିଥାଏ

ସନ୍ଥମାନଙ୍କୁ ପରିହାସ କରିବା, ଶଙ୍କରାଚାର୍ଯ୍ୟଙ୍କ ସ୍ୱରକୁ ଚାପି ଦେବା ଏବଂ ଆଇଟି ସେଲ୍ (IT Cell) ର ଟ୍ରୋଲ୍‌ମାନଙ୍କୁ ପ୍ରୋତ୍ସାହନ ଦେବା ହିନ୍ଦୁ ଧର୍ମ ନୁହେଁ; ଏହା ହେଉଛି ଗେରୁଆ ବସ୍ତ୍ରରେ ଗୁଡ଼ାଯାଇଥିବା ଏକ ରାଜନୈତିକ ନିୟନ୍ତ୍ରଣ।

ବିଜେପି ବିନା ହିନ୍ଦୁ ଧର୍ମ ହଜାର ହଜାର ବର୍ଷ ଧରି ବଞ୍ଚି ରହିଛି। ଏହାକୁ ଏପରି ଏକ ଦଳର ଆବଶ୍ୟକତା ନାହିଁ ଯିଏ ସତ୍ୟ କହୁଥିବା ଗୁରୁମାନଙ୍କୁ ଭୟ କରେ।

17/01/2026

Who is odisha CM ??

17/01/2026

ପୁଣି ଥରେ ଚାକିରି ଦୁର୍ନୀତି

16/01/2026

ଯିଏ ଦିନେ ବିଜୟଙ୍କ ସହ ଥିଲେ ସେମାନେ ଏବେ ବିଜୟ ମହାପାତ୍ରଙ୍କୁ ଅଲୋଡ଼ା ଭାବୁଛନ୍ତି l ଶୁଣନ୍ତୁ କଣ କହୁଛନ୍ତି ଧରିତ୍ରୀ ସମ୍ପାଦକ ତଥା ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ

15/01/2026

ଗୁପଚୁପ୍ ଖଟାପାଣି ପ୍ରସ୍ତୁତ ହେଉଛି ନଳା ପାଣିରୁ 🙄
ଭିଡିଓଟି କଟକ ଚୌଦ୍ୱାର ଅଞ୍ଚଳର 🤦‍♀️

14/01/2026

ଆରେ କ୍ୟାମେରାବାଲା...
ଆମ #ଲୋକଙ୍କମୁଖ୍ୟମନ୍ତ୍ରୀ ଙ୍କୁ ଏମିତି ଥଣ୍ଡା ରେ କ୍ୟାମେରା ଆଗରେ ଗଣି ଗଣି ବୁଡାଉଛ.. #ଥଣ୍ଡାହେଲେ ସମ୍ଭାଳିବ... 😂

ହନୁମାନ ଲାଙ୍ଗୁଡ଼ରେ ସୁତା ଲଗେଇ ଟାଣୁ ଥିବା ବ୍ୟକ୍ତି ରାହୁଲ ଗାନ୍ଧୀ ଭଳି ଲାଗୁନି ତ 🙄ଯଦି ରାହୁଲ ଗାନ୍ଧୀ ହେଇଥାନ୍ତେ ମିଡ଼ିଆ, ଅନ୍ଧ ଭକ୍ତ ସବ...
14/01/2026

ହନୁମାନ ଲାଙ୍ଗୁଡ଼ରେ ସୁତା ଲଗେଇ ଟାଣୁ ଥିବା ବ୍ୟକ୍ତି ରାହୁଲ ଗାନ୍ଧୀ ଭଳି ଲାଗୁନି ତ 🙄ଯଦି ରାହୁଲ ଗାନ୍ଧୀ ହେଇଥାନ୍ତେ ମିଡ଼ିଆ, ଅନ୍ଧ ଭକ୍ତ ସବୁ ଏକ... 😀
ହେଲେ ନ୍ୟୁଜ ଆସିଛି, ୟେ ଜଣେ ଅଭଦ୍ର Pm ଏମିତିକା କରିଛନ୍ତି ll
ଏହା କଣ ହନୁମାନଙ୍କ ପ୍ରତି ଅପମାନ ନୁହଁ?
ଓଡ଼ିଶାର #ମିଛୁଆ_ହିନ୍ଦୁ ଏମାନେ ମୁହଁ ଖୋଲିଲେ ଦେଖିବା, ୟେ ଆମ ଭଗବାନଙ୍କ ପ୍ରତି ଅପମାନ ହେଇଛି ନା ନାହିଁ।

ଫଳକ ବି ଅନେକ କଥା କୁହେ...... ସେବେ ଥିଲା କିନ୍ତୁ ଏବେ ନାହିଁ, ବେଗୁନିଆ ରାଜନୀତି..... ମୁଣ୍ଡ ଟିଣ.....
14/01/2026

ଫଳକ ବି ଅନେକ କଥା କୁହେ...... ସେବେ ଥିଲା କିନ୍ତୁ ଏବେ ନାହିଁ, ବେଗୁନିଆ ରାଜନୀତି..... ମୁଣ୍ଡ ଟିଣ.....

ବିଜେପି ସରକାର କେମିତି ଲାଗୁଛି ?
14/01/2026

ବିଜେପି ସରକାର କେମିତି ଲାଗୁଛି ?

Address

Bhubaneswar
751020

Telephone

+918763402684

Website

Alerts

Be the first to know and let us send you an email when SpeakOdisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to SpeakOdisha:

Share