Pt. Mahesh Sahu

Pt. Mahesh Sahu General Secretary of Vishva Hindu Parishad,Odisha
Social reformer / Spiritual speaker

02/09/2025
17/06/2025
16/06/2025

ଆମେ କାହାକୁ ସହଯୋଗ କରିବା ଉଚିତ? | ଶାସ୍ତ୍ର ବାଣୀ ଓ ଜୀବନ ଶିକ୍ଷା | ପଣ୍ଡିତ ମହେଶ ସାହୁ

ଏହି ଭିଡିଓରେ ପଣ୍ଡିତ ମହେଶ ସାହୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଉଛନ୍ତି — ଆମେ କାହାକୁ ସହଯୋଗ କରିବା ଉଚିତ? ଶାସ୍ତ୍ର ଏହି ବିଷୟରେ କ’ଣ କହିଛି? କେଉଁ ଲୋକଙ୍କ ସହ ଭଲ କରିବା ଉଚିତ, କେଉଁଥିରେ ସାବଧାନ ରହିବା ଉଚିତ — ଏହି ସମସ୍ତ କଥା ଏଠାରେ ବିସ୍ତୃତ ଭାବେ ବ୍ୟାଖ୍ୟା କରାଯାଇଛି।

ଏହି ଭିଡିଓ ରେ ଆପଣ ଶିଖିବେ:

ଜୀବନରେ କାହାକୁ ସହଯୋଗ କରିବା ଉଚିତ।

ଶାସ୍ତ୍ର ଅନୁସାରେ ସହଯୋଗର ମୂଲ୍ୟ।

ଧାର୍ମିକ ଓ ଆଧ୍ୟାତ୍ମିକ ଶିକ୍ଷା।

ପଣ୍ଡିତ ମହେଶ ସାହୁଙ୍କ ଅନୁପ୍ରେରଣାଦାୟକ ଉପଦେଶ।

ଅନୁଗ୍ରହ କରି ଭିଡିଓଟି ଦେଖନ୍ତୁ, ଲାଇକ୍ କରନ୍ତୁ, ଶେୟର୍ କରନ୍ତୁ ଏବଂ ସବ୍ସକ୍ରାଇବ୍ କରନ୍ତୁ ଆମ ଚ୍ୟାନେଲକୁ।

ପବିତ୍ର ଦେବସ୍ନାନ ପୁର୍ଣିମା ଅବସରରେ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା
11/06/2025

ପବିତ୍ର ଦେବସ୍ନାନ ପୁର୍ଣିମା ଅବସରରେ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା

31/05/2025
ଦେବଦମ୍ପତି ଶିବ-ପାର୍ବତୀଙ୍କ ପବିତ୍ର ବିବାହ ପର୍ବ ଶୀତଳ ଷଷ୍ଠୀ ଅବସରରେ ଶୁଭକାମନା
31/05/2025

ଦେବଦମ୍ପତି ଶିବ-ପାର୍ବତୀଙ୍କ ପବିତ୍ର ବିବାହ ପର୍ବ ଶୀତଳ ଷଷ୍ଠୀ ଅବସରରେ ଶୁଭକାମନା

ଢ଼େଙ୍କାନାଳ ଜିଲ୍ଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଦଶ ଦିନ ବ୍ୟାପି ପରିଷଦ ଶିକ୍ଷା ବର୍ଗର ସମାରୋପ ଅବସରରେ 🙏🙏🙏
30/05/2025

ଢ଼େଙ୍କାନାଳ ଜିଲ୍ଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଦଶ ଦିନ ବ୍ୟାପି
ପରିଷଦ ଶିକ୍ଷା ବର୍ଗର ସମାରୋପ ଅବସରରେ 🙏🙏🙏

କାମାକ୍ଷା ବରଦେ ଦେବୀ ନୀଳ ପର୍ବତ ବାସିନୀଂତ୍ଵଂ ଦେବୀ ଜଗନ୍ମାତ ଯୋନିମୁଦ୍ରେ ନମୋସ୍ତୁତେ।।ଭଗବତୀ ଆଦ୍ୟାଶକ୍ତି କାମାକ୍ଷାଙ୍କ ଦର୍ଶନ କରିବାର ସୌ...
24/05/2025

କାମାକ୍ଷା ବରଦେ ଦେବୀ ନୀଳ ପର୍ବତ ବାସିନୀଂ
ତ୍ଵଂ ଦେବୀ ଜଗନ୍ମାତ ଯୋନିମୁଦ୍ରେ ନମୋସ୍ତୁତେ।।

ଭଗବତୀ ଆଦ୍ୟାଶକ୍ତି କାମାକ୍ଷାଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ
କରିବା ସତରେ ମା ର ଅପାର କରୁଣା କରୁଣାମୟୀ ଜନନୀ ତୋ
ପଣତ ତଳେ ଏମିତି ସବୁବେଳେ ଆଶ୍ରୟ ଦେଇଥିବୁ କୃପାମୟୀ ମା
ତୋ ଶ୍ରୀଚରଣେ ପ୍ରାର୍ଥନା,🙏🙏🙏

https://youtu.be/uWZGza0PddY?si=BwG2nJRi_Tv8KeU_
21/05/2025

https://youtu.be/uWZGza0PddY?si=BwG2nJRi_Tv8KeU_

ଭଗବତ କଥାର ଏହି ଅମୃତ ବାଣୀ— “ମର୍ତ୍ୟମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ”— ଆମକୁ ସଂସାରୀ ଶରୀରର ନଶ୍ୱରତା ଓ ଆତ୍ମନିର୍ମାଣର ଗୁରୁତ...

ଅନୁଗୋଳ ଜିଲ୍ଲା ବନ୍ତଳା ମୋ ଗାଁର ପ୍ରସିଦ୍ଧ ଚନ୍ଦନ ଯାତ୍ରା ଅବସରରେ ଅନୁଗୋଳର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ମୋର ଯୁବ କର୍...
21/05/2025

ଅନୁଗୋଳ ଜିଲ୍ଲା ବନ୍ତଳା ମୋ ଗାଁର ପ୍ରସିଦ୍ଧ ଚନ୍ଦନ ଯାତ୍ରା ଅବସରରେ
ଅନୁଗୋଳର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ମୋର
ଯୁବ କର୍ମକର୍ତ୍ତା ମାନଙ୍କ ସହିତ ଆନନ୍ଦ ମୁହୂର୍ତ୍ତରେ

Address

Bantala , Angul
Bantala
759129

Website

Alerts

Be the first to know and let us send you an email when Pt. Mahesh Sahu posts news and promotions. Your email address will not be used for any other purpose, and you can unsubscribe at any time.

Share