10/12/2025
ଚନ୍ଦାହାଣ୍ଡି ବ୍ଲକ ସାମ୍ବାଦିକ ସଂଘ ସଭାପତି,ବରିଷ୍ଠ ସାମ୍ବାଦିକ ଧରିତ୍ରୀ ପ୍ରତିନିଧି ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଦିଲୀପ ଦାସଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ। ଦୀର୍ଘ ଦିନ ଧରି ସେ କିଡ଼ନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ଆଜି ତାଙ୍କର ନିଜସ୍ୱ ପିତୃକ ଗ୍ରାମ ପୂଜାରିଗୁଡା ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଦୁଃଖଦ ଅବସ୍ଥାରେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଶ୍ରୀ ଦାସଙ୍କ ଅମର ଆତ୍ମାର ସଦ୍ ଗତି କାମନା କରୁଛି!!🙏🙏🙏🙏🙏🙏🙏
ଓଁ ଶାନ୍ତି