Manoja Kumar Bishi

Manoja Kumar Bishi I may not perfect but limited edition

13/09/2024

ଏବେ କିଏ ଜାଲେ ପଡିଚେ?
ରାତି11 ବାଜୁଚେ ଯେ

Oavs ଆଇଁଲାଚୁଆଁ
13/09/2024

Oavs ଆଇଁଲାଚୁଆଁ

11/11/2023

ତୁ ନାହଁ,ନାହିଁ ବି ତୋ ସତ୍ତା କି ଛାଇ,
ତଥାପି ଆସିଛି ଦୀପାବଳୀ ଖାସ୍ ତୋ ପାଇଁ।
ଅଗଣାରୁ ଦିଅଁ ଘର,
ଖାଁ ଖାଁ,
କିଏ ଦେବ ଘିଅ ଦୀପ
ସବୁ ଏଠି ଲାଗେ
ନୂଆଁ ନୂଆଁ।
ମାଟିର ଦୀପ ଆଉ ନାହିଁ
ଗଢ଼ିବାକୁ କୁମ୍ଭାରର ଚକ
ବୈଦୁତିକ ଆଲୋକରେ କାମ ଚାଲିଯାଏ
ଦିଶେ ଜଳଜକ।
କହିଦେଲେ, କାଳିକାର ହୁଏ
ଆବିର୍ଭାବ,
ଆଉ ନାହିଁ ଦୀପାବଳୀ
ହାବେଳି ବା କିଏ ଲେଚ୍ଛାଇବ।
ସୋଲ କାଠି ହଜିଚିତ
କୃଷକର କାଉଁରିଆ ଉଜୁଡ଼ି ଯାଇଛି
ଯୁବା ପୁଅ ଦାଦନ ରେ
ଦାଲାଲ ହାତରେ ଆଟ ଜମି
ବନ୍ଧା ଆଜି,
କପାର ଫୁଆର ଲମ୍ବିଛି।
ଏସନ, ମଣ୍ଡି
ଅଭାବି ବିକ୍ରୀ
ସୋସାଇଟି ମିଲର୍ ଙ୍କର ପ୍ରେମାଲାପ
ଦାଣ୍ଡେ ଗଡି ହାଟରେ ବୁଲୁଛି।
କୋଟାର ବଳୀ,
ଶିକ୍ଷିତ ପୁଅଟା
ଆଁ କରି ଚିଲିକାର ଝୁରିକୁ ଝୁରୁଛି।
ଗଦାଗଦା ମିଛ ପ୍ରତିଶ୍ରୁତି
କାହାଣୀର ଖୋରାକ ଖୋଜୁଛି
ଆସି ଥରେ ଦେଖିଯା
ଗରୀବର କଳିଯାରେ ଫୋଟକା ଫୁଟିଛି।
@ମନୋଜ.

Address

Sonepur
Odisha

Website

Alerts

Be the first to know and let us send you an email when Manoja Kumar Bishi posts news and promotions. Your email address will not be used for any other purpose, and you can unsubscribe at any time.

Share