SatyabrataSamal

SatyabrataSamal Legal Knoweldge

21/10/2025
21/10/2025

ଆଜାଦ୍ ହିନ୍ଦ୍ ଫୌଜ୍ (INA) ପ୍ରତିଷ୍ଠା ଦିବସ ଅବସରରେ, ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଦମ୍ୟ ନେତୃତ୍ୱ ଏବଂ ଭାରତୀୟ ସ୍ୱାଧୀନତା ପାଇଁ ସର୍ବୋଚ୍ଚ ତ୍ୟାଗ କରିଥିବା 'ଆଜାଦ୍ ହିନ୍ଦ୍ ଫୌଜ୍'ର ସମସ୍ତ ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କର ଅତୁଟ ରାଷ୍ଟ୍ରପ୍ରେମ ଆମପାଇଁ ସର୍ବଦା ପ୍ରେରଣା ହୋଇ ରହିବ।

20/10/2025

ଆଜି 'ଅନ୍ତ୍ୟୋଦୟ ଗୃହ ଯୋଜନା'ର ତୃତୀୟ ପର୍ଯ୍ୟାୟର ୪୮,୬୯୩ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ରାଶି ବଣ୍ଟନ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ସବୁଠାରୁ ଆର୍ଥିକ ଅନଗ୍ରସର ପରିବାରମାନଙ୍କ ଆଶ୍ରୟ ସୁରକ୍ଷା ସୁନିଶ୍ଚିତ ହୋଇଛି। ପ୍ରତିଟି ଉପେକ୍ଷିତ ବ୍ୟକ୍ତିଙ୍କୁ ମର୍ଯ୍ୟାଦା ଓ ସୁରକ୍ଷା ଯୋଗାଇ ଦେବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।

09/10/2025

ମହାନ ସ୍ୱାଧୀନତା ସଂଗ୍ରାମୀ , ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ନିଃସ୍ୱାର୍ଥପର ସେବା ଓ ଉତ୍ସର୍ଗୀକୃତ ତ୍ୟାଗର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ପ୍ରଣାମ ଜଣାଉଛି। ତାଙ୍କର ପ୍ରଗାଢ଼ ରାଷ୍ଟ୍ରଭକ୍ତି, ସମାଜ ସଂସ୍କାର ପାଇଁ ପ୍ରତିବଦ୍ଧତା ତଥା ଶିକ୍ଷା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ସେ ଚିର ସ୍ମରଣୀୟ ଓ ଚିର ନମସ୍ୟ ହୋଇ ରହିବେ। 🙏

09/10/2025

ଆମ ସରକାର ସର୍ବଦା ସବୁ ଅଞ୍ଚଳକୁ ସମାନ ଗୁରୁତ୍ୱ ଦେଇ କାର୍ଯ୍ୟ କରି ଆସୁଛନ୍ତି । ନୂଆପଡ଼ାର ବିକାଶ ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଜମିଜମା ପଞ୍ଜୀକରଣକୁ ଅଧିକ ସହଜ ଓ ସୁବିଧାଜନକ କରିବା ପାଇଁ ନୂଆପଡ଼ାର ସିନାପାଲି, କୋମନା ଓ ବୋଡେନ୍ ତହସିଲରେ ନୂଆ ସବ୍‌ ରେଜିଷ୍ଟ୍ରାର ଅଫିସ ଖୋଲାଯାଇଛି ।

08/10/2025

ଆଜି ଭାରତୀୟ ବାୟୁସେନା ଦିବସ ଅବସରରେ, ଭାରତୀୟ ବାୟୁସେନାର ପ୍ରତ୍ୟେକ ବୀର ଯବାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ମାତୃଭୂମିର ସେବା କରୁଥିବା ଏହି ବୀରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ଅଦ୍ଭୁତ ସାହସ ଓ ବୃତ୍ତିଗତ ନିଷ୍ଠା ପାଇଁ ସମଗ୍ର ଦେଶ ଗର୍ବିତ।

11/11/2023

Jaipur kalipuja

30/08/2023
Jai Bageswar
24/08/2023

Jai Bageswar

Address

Jajpur
755001

Website

Alerts

Be the first to know and let us send you an email when SatyabrataSamal posts news and promotions. Your email address will not be used for any other purpose, and you can unsubscribe at any time.

Share

Category